Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଟ୍ରଲରକୁ ପଛରୁ ପିଟିଲା କଣ୍ଟେନର, ଡ୍ରାଇଭର ଓ ହେଲ୍‌ପର ମୃତ

8/01/2019 at 9:23 AM

ଟାଙ୍ଗୀ ୮|୧: ଟ୍ରଲରକୁ ପଛରୁ ପିଟିଲା କଣ୍ଟେନର । ଦୁର୍ଘଟଣା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି ।  କଟକ ଟାଙ୍ଗୀ ଥାନା ଜାତୀୟ ରାଜପଥ ୧୬ର ରଜକଣାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କଣ୍ଟେନର ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତଦେହ ୨ଟି କଣ୍ଟେନର ମଧ୍ୟରେ ଫଶି ରହିଥିଲା । ଅଗ୍ନିଶମ କର୍ମଚାରୀ ଗ୍ୟାସ୍ କଟର ସାହାଯ୍ୟରେ ଦୁଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲ୍ ପଠାଇଛନ୍ତି । ଆଜି ସକାଳ ପ୍ରାୟ ସାଢେ ୬ଟାରେ ଏକ ଲୁହା ରଡ଼ ବୋଝେଇ ଟ୍ରଲର ରାସ୍ତା ଉପରେ ଛିଡ଼ାହୋଇଥିଲା। ଏହି ସମୟରେ ଏକ କାର ବୋଝେଇ କଣ୍ଟେନର ପଛରୁ ଆସି ଟ୍ରଲରକୁ ଧକ୍କା ଦେଇଥିଲା। କଣ୍ଟେନରର ସାମ୍ନା ପଟ ଟ୍ରଲର ପଛପଟେ ଏଭଳି ପଶି ଯାଇଥିଲା ଯେ ଉଭୟ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

   Related Posts