Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କେନ୍ଦୁଝର ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ , ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର

4/07/2020 at 9:45 AM

କେନ୍ଦୁଝର ୦୪।୦୭: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଜି ଠାରୁ ଦୁଇଦିନିଆ ସଟ୍‌ଡାଉନ୍‌ ମାନେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

 କେନ୍ଦୁଝରରେ ଆଜି ଠାରୁ ପ୍ରଥମ ଥର ପାଇଁ ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରାଯାଇଛି । ସଟ୍‌ଡାଉନ୍‌ ପାଇଁ ଆଜି ସକାଳୁ ସକାଳୁ ସମସ୍ତ ରାସ୍ତା ଘାଟ ଶୁନ ଶାନ ରହିଛି । ଏପରିକି କୃଷକ ବଜାର ଯେଉଁଠାରେ ପ୍ରତିଦିନ ସକାଳୁ ସକାଳୁ ଶହ ଶହ ଚାଷି ଓ ପରିବା ପସରା ମେଲାଇ ବସିଥାନ୍ତି ।  ଶହ ଶହ ଗ୍ରାହକଙ୍କ  ଭିଡ ଲାଗେ ସେଠି ଆଝି ସବୁଆଡେ  ଖାଁ ଖାଁ  । ଶୂନ ଶାନ ଗୋଟିଏ ହଲେ ବି ଲୋକ ନାହାନ୍ତି । ସବୁ ଦୋକାନ ବଜାର ବନ୍ଦ ରହିଛି । ପୋଲିସ ପ୍ରଶାସନ ପକ୍ଷରୁ ଚେକିଂକୁ କଡାକଡି କରାଯାଉଛି ।

   Related Posts