Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଗ୍ୟାସ ଟାଙ୍କି ଫାଟି ଦମ୍ପତ୍ତି ମୃତ, ଦୁଇ ଝିଅ ଗୁରୁତର

5/01/2019 at 10:27 PM

କେନ୍ଦ୍ରାପଡ଼ା ୫/୧ : ଗ୍ୟାସ ଟାଙ୍କି ଫାଟି ଦମ୍ପତ୍ତି ମୃତ । ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ବାଙ୍ଗାଲୋରରେ । ସେଠାରେ ଏକ ଠିକା କଂପାନୀରେ କାମ କରୁଥିଲେ କେନ୍ଦ୍ରାପଡ଼ା ରାଜନଗରର ବୁଲୁ ସାହାଣୀ । ପତ୍ନୀ ପ୍ରତିମା ସାହାଣୀ ଓ ଦୁଇ ଝିଅଙ୍କ ସହ ସେଠାରେ ରହୁଥିଲେ । ତେବେ ଘରେ ଗ୍ୟାସ୍ ଟାଙ୍କି କୌଣସି କାରଣରୁ ଫାଟି ଯିବାରୁ ସେଠାରେ ବୁଲୁ ଓ ପ୍ରତିମାଙ୍କର ମୃତ୍ୟୁ ହଇଥିବା ବେଳେ ଦୁଇ ଝିଅ ଚିକିତ୍ସିତ ଆବସ୍ଥାରେ ଅଛନ୍ତି ।

   Related Posts