Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲେ ଚାଇଲ୍ଡ ଲାଇନ୍ ସଦସ୍ୟ

10/09/2019 at 4:27 PM

ସୋର ୧୦|୯: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ନିକଟ ଗ୍ରିନ ଚିଲି ହୋଟେଲରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର କରିଛନ୍ତି ବାଲେଶ୍ବର ଚାଇଲ୍ଡ ଲାଇନ ସଦସ୍ୟ । ଦୀର୍ଘ ଦିନରୁ ହୋଟେଲ ଗ୍ରିନ ଚିଲିରେ ଦୁଇ ନାବାଳକ କାମ କରୁଥିଲେ । ଖବର ପାଇ ଆଜି ଚାଇଲ୍ଡ ଲାଇନ୍ ସଦସ୍ୟ ଅଚାନକ ଚଢଉ କରି ଶିଶୁ ଦୁଇ ଜଣଙ୍କୁ ଉଦ୍ଧାର କରି ବାଲେଶ୍ବର ଶିଶୁ ମଙ୍ଗଳ କମିଟିରେ ଚାଡିଛନ୍ତି।

   Related Posts