ନିଆଁରେ ପୋଡି ହୋଇ ଚାଲିଗଲା ୨ଶିଶୁଙ୍କ ଜୀବନ

Published By : Prameya-News7 Bureau | December 22, 2019 IST

ନବରଙ୍ଗପୁର ୨୨।୧୨: ନିଆଁରେ ପୋଡି ହୋଇ ଚାଲିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ । ନବରଙ୍ଗପୁର ଝରିଗାଁ ମଇନାପଦର ଗାଁରେ ନିଆଁରେ ପୋଡି ହୋଇ ୨ ଶିଶୁ ପ୍ରାଣ ହରାଇଛନ୍ତି ।  ମକା କିଆରୀରେ ଲାଗିଥିବା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି ଶିଶୁ । ମୃତ ୨ଶିଶୁ ପବିତ୍ର ସାନ୍ତାଙ୍କର ୨ଝିଅ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ତେବେ ୨ଝିଅଙ୍କ ମୃତ୍ୟୁର ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.