Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଛିଣ୍ଡି ପଡିଥିଲା ବିଦ୍ୟୁତ ତାର, ଚାଲିଗଲା ଦୁଇ ଗାଈଙ୍କ ଜୀବନ

22/09/2021 at 11:25 AM

ପଟ୍ଟାମୁଣ୍ଡାଇ ୨୨।୯: କେନ୍ଦ୍ରାପଡା ଜିଲ୍ଲା ନୂଆପଡା ଗାଁରେ ଅଘଟଣ । ସର୍ଟ ସର୍କିଟ୍ ଯୋଗୁଁ ଚାଲିଗଲା ଦୁଇ ଗାଈଙ୍କ ଜୀବନ । ଆଳି ଥାନା ଅନ୍ତଗର୍ତ ନୂଆପଡା ଏକ ଟ୍ରାନ୍ସଫର୍ମରଠାରେ ତାର ଛିଣ୍ଡି ପଡିଥିଲା । ତେବେ ବିଦ୍ୟୁତ ବିଭାଗ ମରାମତି କରି ନଥିବାରୁ ନୂଆପଡା ଗାଁର ଅର୍ଜୁନ ଦାସ ଓ ଅମୂଲ୍ୟ ଦାସ ଦୁଇଟି ଗାଈଙ୍କ ଜୀବନ ଚାଲିଯାଇଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି । ଗାଁର ଶତାଧିକ ଲୋକ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବିରେ ଟାୟାର ଜାଳି ନୂଆପଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

   Related Posts