ଜିଏସଟି ହେରଫେର୍ ମାମଲାରେ ରାଉରକେଲାର ଦୁଇ ବ୍ୟବସାୟୀ ଗିରଫ
13/10/2018 at 3:36 AM

ରାଉରକେଲା ୧୨/୧୦: ଜିଏସଟି ହେରଫେର୍ ମାମଲାରେ ରାଉରକେଲାର ଦୁଇ ବ୍ୟବସାୟୀ ଗିରଫ । ଜିଏସଟି ଗୁଇମ୍ଦା ବିଭାଗ ରାଉରକେଲା ଶାଖା ଦ୍ୱାରା ଗିରଫ ହେଇଛନ୍ତି ବ୍ୟବସାୟୀ ନାରାୟଣ ଖୈତାନ ଏବଂ ସଞ୍ଜୀବ ସିଂ । ରାଉରକେଲା ସିଭିଲ୍ ଟାଉନସିପ୍ର ଏହି ଦୁଇ ବ୍ୟବସାୟୀ ରାଜ୍ୟ ବାହାରେ ଏକ ଜାଲ୍ କମ୍ପାନୀ ଗଢି ୨୦କୋଟିରୁ ଅଧିକ ଟଙ୍କା ହେର୍ଫେର୍ କରିଥିବା ଆଭିଯୋଗରେ ଏମନଙ୍କୁ ଗିରଫ କରାଯାଇଛି । ବହୁଦିନ ହେଲା ଏମାନେ ନକଲି ଓ୍ୱେ ବିଲ୍ କାରବାର ଚଳାଇଥିଲେ ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021