Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ମହଙ୍ଗା ପଡିଲା ପରକୀୟା ପ୍ରୀତି, ଉଭୟଙ୍କୁ ବାନ୍ଧି ଛେଚିଲେ ଲୋକେ

25/02/2021 at 5:20 PM

ନବରଙ୍ଗପୁର ୨୫।୨: ମହଙ୍ଗା ପଡିଲା ପରକୀୟା ପ୍ରୀତି । ବିଚ୍ ରାସ୍ତାରେ ବନ୍ଧା ହେଲେ । ଲାତ, ଗୋଇଠା, ମୁଥ ବି ଖାଇଲେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁଣ୍ଡିବେଡା ପଞ୍ଚାୟତର ବାଗବେଡା ଗାଁରେ।

ସୂଚନାଯୋଗ୍ୟ ଯେ, ବାଗବେଡା ଗାଁର ରୀନା ଖମାରୀ ୩ ବର୍ଷ ତଳେ ବାଗବେଡା ଗ୍ରାମର ତପସ୍ୟ ଖମାରୀକୁ ବିବାହ କରିଥିଲେ । କିନ୍ତୁ ସେହି ଗାଁର ଶିବ କୁମାର ଡଙ୍ଗରିଙ୍କ ସହ ରୀନା ଖମାରୀଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ଉଭୟ କୁଆଡେ ଚାଲିଯାଇଥିଲେ । ଏବେ ସେମାନେ ଉମରକୋଟ ବ୍ଲକର ଧଙ୍ଗଡାମାଲ ଗାଁରେ ଧରାପଡିଥିଲେ । ଏହି ଖବର ରୀନା ଖମାରୀଙ୍କ ଶ୍ବଶୁର ଘର ଲୋକ ଜାଣିବା ପରେ ଉଭୟଙ୍କ ହାତକୁ ବାନ୍ଧି ବାଗବେଡା ଗାଁକୁ ଆଣିବା ପରେ ରୀନାର ଶ୍ବଶୁର, ଶାଶୁ ଉଭୟଙ୍କୁ ନିର୍ଧୁମ ଛେଚିଥିଲେ। ବର୍ତ୍ତମାନ ରୀନା ଏବଂ ଶିବ ତାଙ୍କ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସୋସିଆଲ ମିଡିଆରେ ମାଡ଼ ମାରିବା ଭିଜୁଆଲ ଭାଇରାଲ୍ ହୋଇଛି। ଏହି ଘଟଣାରେ ରାଇଘର ପୋଲିସ ହସ୍ତକ୍ଷେପ କରି ତଦନ୍ତ ଆରମ୍ଭ କରିଛି ।

   Related Posts