Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଦୁଇ କୁଖ୍ୟାତ ଲୁଟେରା ଗିରଫ : ଏଟିଏମ୍‌ରୁ ଉଠାଉଥିଲେ ଟଙ୍କା, କିନ୍ତୁ ଆକାଉଣ୍ଟରୁ କଟୁନଥିଲା

9/12/2021 at 10:23 AM

ନୂଆପଡା ୯।୧୨: ନୂଆପଡା ଜିଲ୍ଲା କୋମନା ପୋଲିସକୁ ବଡ ସଫଳତା । ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ୬୪ ଗୋଟି ଟ୍ରାଞ୍ଜାକ୍ସନରେ ଚାଲାକି କରି ଲୁଟିଥିଲେ ପାଖାପାଖି ଲକ୍ଷେ ଟଙ୍କା । ଦୁଇ ଲୁଟେରା ହରିୟାଣାର ହକ୍କୁ ଓ ସକିଲ ଏହମଦ୍ । ତାଙ୍କଠାରୁ ୨୧ଗୋଟି ଏଟିଏମ୍ କାର୍ଡ, ଗୋଟିଏ ଲାପଟପ୍, ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ସହ ୪ ଲକ୍ଷ ୨୨ ହଜାର ଟଙ୍କା ଜବତ କରାଯାଇଛି ।

ନିଜ ନିଜ ଲୋକଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲି ଏଟିଏମ୍ ରେ ଟଙ୍କା ବାହାର କରୁଥିଲେ ହେଲେ ଖାତାରୁ କଟୁ ନଥିଲା । ନୂଆପଡା ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ଯୋଶୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ କରିଥିଲା ତଦନ୍ତ ।

   Related Posts