Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଗଞ୍ଜେଇ ବୋଝେଇ ଗାଡି ଜବତ, ୨ ଜଣ ଗିରଫ

16/05/2020 at 2:49 PM

ସୁବର୍ଣ୍ଣପୁର ୧୬।୫: ସୁବର୍ଣ୍ଣପୁର ଜିଲ୍ଲା  ଅବକାରୀ ବିଭାଗର ଚଢାଉ ଦୁଇ ଜଣ ଗଞ୍ଜେଇ ବେବାରୀ ଗିରଫ  । ବାହାରକୁ  ଗଞ୍ଜେଇ ଚୋରାଚାଲଣ  ହେଉଥିବା  ଅବକାରୀ ବିଭାଗ ଚଢାଉ କରିଛି । ସୁବର୍ଣ୍ଣପୁର ସହରକୁ ଏକ ଅଲ୍ଟୋ ଗାଡିରେ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲା ବିଭାଗ । ଚଢାଉ ବେଳେ ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଦୁଇ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲାର ଦୂର ଅମାତ ଓ ପ୍ରକାଶ କଅଁର ।ଏମାନଙ୍କ ପାଖରୁ ୧୮ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି ।  ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି  । ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବଲାଙ୍ଗୀରକୁ ଚାଲାଣ କରାଯାଉଥିଲା ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତ କଅଁରଙ୍କ ନେତୃତ୍ବରେ ଏକ ଟିମ୍ ସୁବର୍ଣ୍ଣପୁରର କୁଞ୍ଜ ହୋଟଲ ନିକଟରେ ଚଢାଉ କରିଥିଲେ ।

   Related Posts