Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଶିଖ୍ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

15/01/2020 at 10:36 AM

ଭୁବନେଶ୍ବର ୧୫।୧: ରାଜଧାନୀରେ ଶିଖ୍ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁଇ ଜଣ ଗିରଫ ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ପରମିନ୍ଦର ସିଂହ ।

ସୂଚନାଯୋଗ୍ୟ ଯେ, ପରମିନ୍ଦର ସ୍କୁଲରୁ ନିଜ ଝିଅକୁ ନେଇ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ କିଛି ଯୁବକଙ୍କ ସହ ପ୍ରବଳ ପାଟିତୁଣ୍ଡ ସହ ହାତା ହାତି ପର୍ଯ୍ୟନ୍ତ କଥା ଯ।ଇଥିଲା । ଘଟଣା ଘଟିବା ପରେ ପିସିଆର କିଛି ଯୁବକଙ୍କୁ ଧରିବା ସହ ଛାଡି ଦେଇଥିଲା ।

ଫଳରେ ଏହି ଘଟଣାରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପିସିଆର ଇନଚାର୍ଜଙ୍କୁ ନିଲମ୍ବିତ କରିଛନ୍ତି । ସପଟେ ପୋଲିସ କମିଶନର ଶଙ୍କର ଓ ଦୀପକ ନାମକ ଦୁଅ ଅଭିଯୁକଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

   Related Posts