ଗୋ-ଖାଦ୍ୟ ବୋଝେଇ ଟ୍ରକ୍‌ରୁ ଜବତ ହେଲା ଗଞ୍ଜେଇ, ୨ ଗିରଫ

Published By : Prameya-News7 Bureau | November 15, 2019 IST

ଜୟପୁର ୧୫।୧୧: କୋରାପୁଟ ଜିଲ୍ଲା ପଟାଙ୍ଗି ପୋଲିସ ଦ୍ବାରା ଦୁଇ ଗଂଜେଇ ଚୋରା ଚାଲାଣ କାରୀ ଗିରଫ । ଗୋଟିଏ ଟ୍ରକ, ଗୋଟିଏ ମୋବାଇଲ ଜବତ ହୋଇଛି । ୪୬୩ କିଲୋ ୪୮୦ ଗ୍ରାମ ଗଂଜେଇ ଜବତ ହୋଇଛି । ଗିରଫ ଦୁଇଜଣ ହେଲେ ବିହାରର ଦିଲ୍ଲୀପ ରାୟ ଓ ମନୀଷ କୁମାର ।

{"id":184657,"sizeSlug":"large"}

ଦ୍ରୁତ ଗତିରେ ଯାଉଥିବା ଏହି ଟ୍ରକକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା । ଏହି ଗୋଖାଦ୍ୟ ବୋଝେଇ ୧୦ଚକିଆ ଟ୍ରକରେ ୯୦ ପ୍ୟାକେଟ୍ ଗୋଖାଦ୍ୟ ସହ ୯୦ ପ୍ୟାକେଟ୍ ଗଞ୍ଜେଇ ଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.