Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଚୋରାରେ ଚାଲାଣ ବେଳେ ୪ ଶହ ଲିଟର ମଦ ଜବତ, କାର୍ ସହ ଦୁଇ ଅଭିଯୁକ୍ତ ଗିରଫ

21/01/2021 at 5:18 PM

ବାଙ୍କୀ ୨୧।୧: ଚୋରା ମଦ ଜବତ କଲା ବାଙ୍କୀ ପୋଲିସ । ୪ ଶହ ଲିଟର ଚୋରା ମଦ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର ଆଠଗଡ଼ ପଟୁ ବାଙ୍କୀ ତୁଳସୀପୁର ଆଡକୁ ଏକ କାରରେ ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବାଙ୍କୀ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢ଼ାଉ ବେଳେ ଏକ ମାରୁତି ସ୍ବିଫ୍ଟ କାର୍ ଭିତରୁ ୪ ଶହ ଲିଟର ଚୋରା ମଦ ଥିବା ବ୍ୟାରେଲକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ପ୍ରହ୍ଲାଦ ପାତ୍ର ଓ ଅନ୍ୟ ଜଣେ ଅଧିର ନାଏକ । ଏହି ଅଭିଯୁକ୍ତମାନେ ଆଠଗଡ ଅଞ୍ଚଳର ବୋଲି ଜଣାପଡିଛି ।

   Related Posts