Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଖୁବ୍ ଶୀଘ୍ର ଟ୍ୱିଟରରେ ଆସିବ ନୂଆ ପରିବର୍ତ୍ତନ, କମ୍ପାନୀ ସାମିଲ କରିବାକୁ ଯାଉଛି ଦୁଇଟି ନୂଆ ଫିଚର୍ସ

1/12/2021 at 9:49 AM

ନୂଆଦିଲ୍ଳୀ ୦୧।୧୨ : ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ୟୁଜର୍ସଙ୍କୁ ବନ୍ଧୁତ୍ୱପୂର୍ଣ୍ଣ କରିବା ପାଇଁ ଏଥିରେ ଏକ ନୂଆ ଫିଚର୍ସ ଯୋଡା ଯାଇଛି । ଏହାକୁ ନେଇ, କମ୍ପାନୀ ଏହି ପ୍ଲାଟଫର୍ମରେ ଦୁଇଟି ନୂଆ ଫିଚର୍ସ ସାମିଲ୍‌ କରିବାକୁ ଯାଉଛି । ପ୍ରଥମ ଫିଚର୍ସଟି ହେଉଛି ଡିସ୍‌ ଲାଇକ୍‌, ଯେଉଁଥିରେ ୟୁଜର୍ସମାନେ ନାପସନ୍ଦ କରିବାର ଆଇକନ୍‌ ଏହା ବ୍ୟତୀତ କମ୍ପାନୀ ଟ୍ୱିଟର ଅର୍ଥାତ୍ ପକ୍ଷୀମାନଙ୍କର ଲୋଗୋକୁ ଫେସ୍‌ଟିଭ୍‌ରେ ଓ ଅନ୍ୟ କିଛିର ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି । ଏହି ଦୁଇଟି ଫିଚର୍ସକୁ ନେଇ ଟେଷ୍ଟିଂ ଚାଲିଛି । ଶୀଘ୍ର ଏହି  ସମସ୍ତଙ୍କ ପାଇଁ ଜାରି ହେବ ।  ତେବେ ଜାଣନ୍ତୁ ଏହି ଫିଚର୍ସ ଗୁଡିକରେ କ’ଣ ବିଶେଷ ହେବାକୁ ଯାଉଛି ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀ ଗତ କିଛି ଦିନ ହେବ ରିଆକ୍ସନ ଫିଚର୍ସ ଉପରେ କାମ ଚାଲିଛି । ଏହାର ଟେଷ୍ଟିଙ୍ଗକୁ ନେଇ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଏହି ଫିଚର୍ସକୁ ନେଇ ୟୁଜର୍ସମାନଙ୍କୁ ୪ଟି ଅପ୍ସସନ୍ ଦିଆଯିବ ।  ପ୍ରଥମଟି ହେବ ଟିୟର୍ସ ଅଫ୍‌ ଜୟ , ଥିଙ୍କିଙ୍ଗ ଫେସ୍‌, କ୍ଲାପିଙ୍ଗ ହ୍ୟାଣ୍ଡସ୍ ଦେବା ଏବଂ କାନ୍ଦିବା ଚେହେରା  ପରି ଏଭଳି କିଛି ରହିଛି ।  ଏସବୁ ଇମୋଜି ଫର୍ମାଟରେ ରହିବ।  ଏହା ବ୍ୟତୀତ, ଏହାକୁ ନେଇ ଆଲୋଚନା ହେଉଛି ଯାହା ଟ୍ୱିଟର ମଧ୍ୟ ଡିସ୍‌ଲାଇକ୍‌ ବଟନ୍ ମଧ୍ୟ ଦେଇପାରେ ।

ଏହା ବ୍ୟତୀତ ଟ୍ୱିଟର ଏକ ନୁଆ ସୀଜନାଲ ଆଇକନ୍ ଉପରେ ମଧ୍ୟ କାମ କରୁଛି। ଏହା ସହ କମ୍ପାନୀ ଅଲଗା ଅଲଗା ସିଜନ୍‌ରେ କମ୍ପାନୀ ଆଇକନ୍ ପରିବର୍ତ୍ତନ କରାଯିବ । ଏହାକୁ ନେଇ ଅନେକ ଆଇକନ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଆଇକନ୍ ଗୁଡିକ ନୂଆ- ବର୍ଷ କିମ୍ବା ଖ୍ରୀଷ୍ଟମାସ ଏବଂ ଅନ୍ୟାନ୍ୟ ବିଶେଷ ଦିନରେ ପରିବର୍ତ୍ତନ ହେବ । ଏଥିପାଇଁ  ଆଇକନ୍ ଗୁଡିକ ପ୍ରସ୍ତୁତ କରାଯିବା ସହ ମଧ୍ୟ ବହୁତ ପରିବର୍ତ୍ତନ ଅଣାଯାଇଛି । ଟ୍ବିଟରର ବିଭିନ୍ନ ଥିମ୍ ଏବଂ ରଙ୍ଗ ବ୍ୟତୀତ ବ୍ୟାକ୍‌ଗ୍ରାଉଣ୍ଡ ଉପରେ ମଧ୍ୟ କରିବା ପାଇଁ ନୂଆ କରିବାରେ ପ୍ରୟାସ କରାଯାଉଛି ।

   Related Posts