Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବଦଳିଲେ ଟ୍ବିନ୍ ସିଟି ପୋଲିସ୍ କମିଶନର୍

29/07/2018 at 7:09 AM

ଆଇ.ପି.ଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ଏ.ଡି.ଜି ପ୍ରୋଭିଜନିଂ ଥିବା ସତ୍ୟଜିତ ମହାନ୍ତି ହେଲେ ନୂଆ ପୋଲିସ୍ କମିଶନର୍ । ପୋଲିସ୍ କମିଶନର୍ ପଦରୁ ୱାଇ.ବି.ଖୁରାନିଆଙ୍କୁ ହଟାଇ ସତ୍ୟଜିତ ମହାନ୍ତିଙ୍କ ପୂର୍ବ ସ୍ଥାନକୁ ପଠାଇ ଦିଆଯାଇଛି । ଖୁରାନିଆ ହୋଇଛନ୍ତି ଏ.ଡି.ଜି ପ୍ରୋଭିଜନିଂ । ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର୍ କରାଯାଇଥିବା ବେଳେ, ଆଇ.ଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୋଲିସର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଭଦ୍ରକ ଓ କଳାହାଣ୍ଡି ଏସ୍.ପି ଅଦଳ ବଦଳ ହୋଇଛନ୍ତି । ପଣ୍ଡିତ ରାଜେଶ ଭଦ୍ରକ ଆସିଥିବା ବେଳେ, କଳାହାଣ୍ଡି ଯାଇଛନ୍ତି ବି. ଗଙ୍ଗାଧର । ଏମ୍. ଏସ୍. ସମ୍ପତ୍ କ୍ରାଇମବ୍ରାଞ୍ଚ ସି.ଆଇ.ଡି.ର ଏସ୍.ପି ହୋଇଛନ୍ତି । ଓ.ପି.ଏସ୍-ୱାନ୍ ଦେବୀପ୍ରସାଦ ଦାଶଙ୍କୁ ସୋନପୁର ଏସ୍.ପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ , ସମାନ କ୍ୟାଡରର ଶଶିଭୂଷଣ ଶତପଥୀ ହୋଇଛନ୍ତି ନୟାଗଡ଼ ଏସ୍.ପି

   Related Posts