Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଓଡିଶାର ୧୨ ଜଣଙ୍କୁ ମିଳିବ ପୋଲିସ୍ ମେଡାଲ, ୨ ଜଣ ପାଇବେ ରାଷ୍ଟ୍ରପତି ମେଡାଲ

14/08/2020 at 2:44 PM

ଭୁବନେଶ୍ବର୧୪/୮: ଏବର୍ଷ ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୋଲିସ ମେଡାଲ। ସ୍ବାଧୀନତା ଦିବସ ପୂର୍ବରୁ ପୋଲିସ ମେଡାଲ ଦିଆଯିବ ବୋଲି ଘୋଷଣା କରାଯାଇଛି । କେନ୍ଦ୍ରଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା ହୋଇଛି ଯେ ଓଡ଼ିଶାର ୨ ପୋଲିସ ପାଇବେ ରାଷ୍ଟ୍ରପତି ମେଡାଲ। ଉତ୍ତମ ସେବା ପାଇଁ ୧୨ ଜଣ ପାଇବେ ପୋଲିସ ମେଡାଲ। ଡିଏସ୍‌ପି ଭିଜିଲାନ୍ସ ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ମେଡାଲ। କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁଙ୍କୁ ରାଷ୍ଟ୍ରପତି ମେଡାଲ।ଅତିରିକ୍ତ ଏସ୍‌ପି ଅଭିରାମ କର, ଅତିରିକ୍ତ କମାଣ୍ଡାଣ୍ଟ SOG ତାପସ ମହାପାତ୍ର, ଏସିପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାଶ, ଇନ୍ସପେକ୍ଟର ଅତୁଲ କ୍ରିଷ୍ଣ ଦାସ, ଇନ୍ସପେକ୍ଟର ସରୋଜ ପଟେଲ, ଇନ୍ସପେକ୍ଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ୍ ଉମରଙ୍କୁ ପୋଲିସ ମେଡାଲ ମିଳିବ।

   Related Posts