Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବହୁତ ଶୀଘ୍ର ଲଞ୍ଚ ହେବ ଟିଭିଏସ ଜେପଲିନ ୨୨୦କ୍ରୃଜର : ଜାଣନ୍ତୁ ଏହାର ବିଶେଷତ୍ବ

28/05/2019 at 2:33 PM

ନୂଆଦିଲ୍ଲୀ ୨୮/୫: ଦୁଇଚକିଆ ଗାଡ଼ି ନିର୍ମାତା ଟିଭିଏସ୍ ନିଜ କନସେପ୍ଟ ବାଇକ୍ ଟିଭିଏସ୍ ଜେପଲିନକୁ ଭାରତରେ ଆରମ୍ଭ କରିଛି। ଏହି କ୍ରୃଜର ବାଇକରେ ୨୨୦ସିସିର ପେଟ୍ରୋଲ୍ ଇଞ୍ଜିନ୍ ରହିଛି। ଏହି ବାଇକ୍ ଶକ୍ତିଶାଳୀ ହେବା ସହିତ ଉନ୍ନତ ମଧ୍ୟ। ଏହି ଇଞ୍ଜିନ୍ ୧୮.୫ଏନଏମର ଟାର୍କ ଉତ୍ପନ୍ନ କରିଥାଏ। ଏହି ବାଇକରେ ୬ସ୍ପିଡ ଗିୟର ବକ୍ସ ଟ୍ରାନ୍ସମିଶନ ଦିଆଯାଇଛି।ଏହି ବାଇକର ଇଞ୍ଜିନ୍ ବି-୬ ଏବଂ ମାଇଲ୍ଡ ହାଇବ୍ରିଡ ମଧ୍ୟ ରହିଛି।

ବାଇକର ଟପସ୍ପିଡ ପ୍ରତି ଘଣ୍ଟାକୁ ୧୩୦କିଲୋମିଟର ଦିଆଯାଇଛି। ଏହାର ଫୁଏଲ ଟ୍ୟାଙ୍କକୁ ୨୦ଲିଟର କରାଯାଇଛି ଯେଉଁଥିରେ କମ୍ପାନୀ ଏହାର ଆଭରେଜ ୪୪କିଲୋମିଟର ପ୍ରତି ଲିଟର ବୋଲି ଦାବି କରୁଛି। ଏହାର ଫିଚରକୁ ଦେଖି କୁହାଯାଇପାରିବ ଯେ ଏହି ବାଇକର ମୂଲ୍ୟ ୧.୧୫ରୁ ୧.୨୫ଲକ୍ଷ ଟଙ୍କା ହେବ।  

   Related Posts