Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନଦୀ କୂଳରେ ବିରଳ କଇଁଛ, ପିଠିରେ ଶିବଲିଙ୍ଗ ସଦୃଶ ଖୋଳପା

14/11/2021 at 4:02 PM

ରାଇରଙ୍ଗପୁର, ୧୪/୧୧: ନଦୀ କୂଳରୁ ଉଦ୍ଧାର ହେଲା ବିଶାଳ କଇଁଛ । ଖୋଳପାରେ ଶିବଲିଙ୍ଗ ଆକୃତି । ମୟୂରଭ଼ଞ୍ଜ ଜିଲ୍ଲା ରାଇରଙ୍ଗପୁରର ଖଡଖାଇ ନଦୀ କୂଳରୁ ଏହି ବିରଳ କଇଁଛକୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ନିକଟ ଖଡ଼ଖାଇ ନଦୀ କୂଳରେ ଏହି କଇଁଛଟି ରହିଥିଲା ।ସକାଳୁ କିଛି ଗ୍ରାମବାସୀ ନଦୀକୂଳକୁ ଶୌଚପାଇଁ ଯାଇଥିବା ବେଳେ ଏହି ବିଶାଳକାୟ କଇଁଛକୁ ଦେଖିବାକୁ  ପାଇଥିଲେ । ବୟସ ଅଧିକ ହୋଇଯାଇଥିବାରୁ କଇଁଛଟି ଭଲ ଭାବରେ ଚାଲି ପାରୁନାହିଁ । ତେବେ କଇଁଛ ପିଠିରେ ଶିବଲିଙ୍ଗ ସଦୃଶ୍ୟ ଆକୃତି ହୋଇ ଯାଇଥିବାରୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ତେବେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣା ପଡ଼ିଛି।  

   Related Posts