Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ତୁଳସୀ ସେବନର ଠିକ ପଦ୍ଧତି ଜାଣିଲେ ଡାକ୍ତରଙ୍କ ପାଖକୁ ନଯାଇ ଏହି ସବୁ ରୋଗରୁ ପାଇବେ ମୁକ୍ତି

8/01/2019 at 12:24 PM

ତୁଳସୀ ଏମିତି ଏକ ଗଛ ଏହାକୁ ପବିତ୍ର ବୋଲି ବିଶ୍ବାସ କରାଯିବା ସହ ଏହାର ପ୍ରଚଣ୍ଡ ଔଷଧୀୟ ଗୁଣ ରହିଛି । ତୁଳସୀ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ । ଏମିତି ତ ତୁଳସୀ ଅନେକ ପ୍ରକାରର ରହିଛି । କିନ୍ତୁ ସାଧାରଣଭାବେ ତୁଳସୀ ବଣ ତୁଳସୀ ଦୁଇ ପ୍ରକାରର ସମସ୍ତେ ଜାଣନ୍ତି ।
 ବଣ ତୁଳସୀ ଗଛ ସବୁଜ ରଂଗର ଥାଏ। ବଣ ତୁଳସୀ ପତ୍ରର ଆକାର ଅନ୍ୟ ତୁଳସୀ ଗୁଡିକ ତୁଳନାରେ ବଡ ଥାଏ। ଏହାର ଜଟା ଠାକୁରଙ୍କ ଚୂଳରେ ଲାଗେ ଯାହା ସୁଗଂଧିତ ଏବଂ ସବୁଜ ବାଇଗଣୀ ରଂଗର ହୋଇଥାଏ। ଏହା ଏଣ୍ଟିବାୟୋଟିକ ଓ ଏଣ୍ଟିଭାଇରଲ ହୋଇଥାଏ। ୨ଦିନ ଲଗାତାର ଏହାର ୪-୫ଟି ପତ୍ର ଖାଇଲେ ରକ୍ତ ଚାପ  ସମ୍ପୂର୍ଣ  ଠିକ ହୋଇଯାଏ। ଗଣ୍ଠି ବାତ, ପରିଶ୍ରାରେ ପୋଡା , ହେପେଟାଇଟିସ, ପେଟ ରୋଗ, ଅଲସର, ଝାଡା ବାନ୍ତି, ଅରୁଚି, ହାକୁଟି, ଥଣ୍ଡା ଜର ଏବଂ ମଧୁମେହ ଭଳି ରୋଗ ପାଇଁ ଲାଭଦାୟକ ହୋଇଥାଏ ଓ ଏଭଳି ସମସ୍ୟାର ସମାଧାନ କରିଥାଏ।
 ଏହା ସେବନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ଏହାର ସୁଗଂଧରୁ ଡେଂଗୁ ମଶା ଦୂର ହୁଅନ୍ତି। ଅଧିକ ଶୀତରେ ତୁଳସୀର ପତ୍ର ଶୁଖି ଝଡିଯାଏ। ବସନ୍ତ ଋତୁରେ ନୂଆ ପତ୍ର କଅଁଳି ଥାଏ। ସେଥିପାଇଁ ତୁଳସୀ ପତ୍ରକୁ ଶୁଖାଇ ରଖିଲେ ତାହା ଶୀତ ଦିନେ କାମରେ ଆସିଥାଏ । ତୁଳସୀପତ୍ର ରସକୁ ବା ଗୁଣ୍ଡକୁ ମହୁ ସହ ମିଶାଇ ଖାଇଲେ ସର୍ଦ୍ଦିଜନିତ ରୋଗରୁ ମୁକ୍ତି ମିଳିଥାଏ । ସେହିଭଳି ମୁହଁରେ ଯଦି ଧଳା ଚିହ୍ନ ହେଉଥାଏ ତାହେଲେ ତୁଳସୀ ପତ୍ର ରସରେ ସାମାନ୍ୟ ଲୁଣ ମିଶାଇ ସଂପୃକ୍ତ ସ୍ଥାନରେ ରଗଡିଲେ ଧଳା ଚିହ୍ନ ଦୂର ହୋଇଥାଏ ।

 

   Related Posts