Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବିଷ କାଟିବାର ଘରୋଇ ଉପାୟ, ଏହା ଅତି ସହଜରେ ସମସ୍ତଙ୍କ ଘରେ ମିଳେ

25/08/2019 at 2:54 PM

ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳେ।ପବିତ୍ର ତୁଳସୀ ଗଛରେ ଭରପୁର ମାତ୍ରାର ଔଷଧୀୟ ଗୁଣ ରହିଛି।ହିନ୍ଦୁ ଘରେ ପ୍ରତିଦିନ ସକାଳ ସନ୍ଧ୍ୟାରେ ମଙ୍ଗଳକାମନା ପାଇଁ ତୁଳସୀଙ୍କୁ ପୂଜା କରାଯାଏ।ପ୍ରତ୍ୟେକ ଘରେ ଶାନ୍ତି ଗୁରୁଜନମାନେ ତୁଳସୀ ମାଳ ଜପ କରନ୍ତି।ହେଲେ ଏହାର ଫାଇଦା

ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି।ତୁଳସୀ ପତ୍ରରେ ଅନେକ ଏମିତି ତତ୍ତ୍ବ ଅଛି ଯାହା ଶରୀରକୁ ରୋଗମୁକ୍ତ କରାଏ।ତୁଳସୀରେ ଏଣ୍ଟି ବ୍ୟାକ୍‌ଟେରିୟାଲ ତତ୍ତ୍ବ ପ୍ରଚଣ୍ଡ ମାତ୍ରାରେ ଥାଏ। ତୁଳସୀରେ ବିଷମୁକ୍ତ ତତ୍ତ୍ବ ମଧ୍ୟ ଅଛି। ବିଭିନ୍ନ ପ୍ରକାର ବିଷାକ୍ତ କୀଟ ଓ ବିଛାର ବିଷ କାଟିବାପାଇଁ ପାଇଁ କଳା ତୁଳସୀ ଆବଶ୍ୟକ।କଳା ତୁଳସୀ ରସ ବିଷ କାଟେ। ଯେଉଁ ସ୍ଥାନରେ ବିଷାକ୍ତ କୀଟ କିମ୍ବା    ବିଚ୍ଛା କାମୁଡିଥିବେ ସେଠାରେ କଳା ତୁଳସୀର ରସ ୩-୪ ଥର ଲଗାଇଲେ ବିଷାକ୍ତ ପଦାର୍ଥ ଦୂର ହୋଇଥାଏ।        

 

   Related Posts