Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ଜଗା ପାଇଁ ଆଣିଛି ତୁଳସୀ’, ବଡ ଦାଣ୍ଡରେ ତୁଳସୀ ଓ ଫୁଲ ଧରି ଗୁଣୁଗୁଣୁ ହେଉଛନ୍ତି ତୁଳସୀ ବାବା

12/07/2021 at 10:52 AM

ପୁରୀ ୧୨।୦୭: ଜଗା ପାଇଁ ଆଣିଛି ତୁଳସୀ । ପଦ୍ମ ଫୁଲରେ ଜଗାର ଶରଧା ଥିବାରୁ ପଦ୍ମ ଫୁଲ ଯୋଗାଡ଼ କରି ମାଳ ଗୁନ୍ତିଛନ୍ତି ।  ବଡ ଦାଣ୍ଡରେ ବସ୍ତା ବସ୍ତା ତୁଳସୀ ଓ ଫୁଲ ଧରି ଭାବରେ  ଗୁଣୁ ଗୁଣୁ ହେଉଛନ୍ତି ତୁଳସୀ ବାବା ।  ଭୁବନେଶ୍ୱରରୁ ପୁରୀ ଯାଏଁ  ଭକ୍ତଙ୍କଠୁ ତୁଳସୀ  ଫୁଲ ସଂଗ୍ରହ କରି ଜଗା ନିକଟରେ ପହଞ୍ଚାଇଛନ୍ତି ତୁଳସୀ  ବାବା ।  କରୋନା କଟକଣା ରେ ପୁରୀକୁ ଭକ୍ତ ମାନଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ସତ ହେଲେ ଭକ୍ତଙ୍କ ଫୁଲ ଓ ତୁଳସୀ ମହାପ୍ରଭୁ ଙ୍କ ପାଖରେ ପହଞ୍ଚାଉଛନ୍ତି ତୁଳସୀ ବାବା ।

   Related Posts