Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପୁଲୱାମା ହମଲା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ : ଭାରତ-ପାକ ସଂପର୍କ ବହୁତ ଖରାପ ଏବଂ ସ୍ଥିତି ଅତି ଉତ୍ତେଜନାପୂର୍ଣ୍ଣ

23/02/2019 at 9:34 AM

ପୁଲୱାମା ହମଲା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ ଦେଇଛନ୍ତି । ଭାରତ-ପାକ ସଂପର୍କ ବହୁତ ଖରାପ ଏବଂ ସ୍ଥିତି ଅତି ଉତ୍ତେଜନାପୂର୍ଣ୍ଣ । ତେବେ ଏହି ସ୍ଥିତିର ଶୀଘ୍ର ଅନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ । ପୁଲୱାମା ହମଲା ପରେ ଭାରତ କଡା ଜବାବ ଦେବାକୁ ଚିନ୍ତା କରୁଛି । ତେବେ ଉଭୟ ଦେଶ ସହ ଯୋଗାଯୋଗରେ ରହିଛି ଆମେରିକା । ଏହାସହ କାଶ୍ମୀର ସ୍ଥିତି ଉପରେ ଆମେରିକା ନଜର ରଖିଥିବା କହିଛନ୍ତି ଟ୍ରମ୍ପ ।

ପାକିସ୍ତାନର ନେତା ଏବଂ ଅଧିକାରୀଙ୍କ ସହ ଆମେରିକା ଯୋଗାଯୋଗରେ ରହିଛି । ଆମେରିକା ଦେଉଥିବା ଆର୍ଥିକ ସହାୟତାକୁ ପାକିସ୍ତାନ ଭୁଲ ବାଟରେ ଖର୍ଚ୍ଚ କରୁଛି, ତେଣୁ ୧୩ଶହ କୋଟି ଡଲାର ସହାୟତା ବନ୍ଦ କରି ଦିଆଯାଇଥିବା ଟ୍ରମ୍ପ କହିଛନ୍ତି ।

   Related Posts