Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭାରତ ଚୀନ ସୀମା ବିବାଦକୁ ନେଇ ଟ୍ରମ୍ପ କହିଲେ-‘ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି, ସାହାଯ୍ୟ ପାଇଁ ଆମେ ପ୍ରସ୍ତୁତ’

5/09/2020 at 10:33 AM

ନୂଆଦିଲ୍ଲୀ ୦୫/୦୯ : ଭାରତ-ଚୀନ ସୀମା ବିବାଦ ପୁଣିଥରେ ମୁଣ୍ଡ ଟେକିଛି | ଚୀନକୁ ନେଇ ଆମେରିକା ମଧ୍ୟ ଚିନ୍ତିତ | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ଚୀନ ସୀମା ବିବାଦ ମଧ୍ୟରେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି | ସେ କହିଛନ୍ତି ଯେ ଭାରତ ଚିଂ ସୀମା ବିବାଦ ସମାଧାନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି | ସେ କହିଛନ୍ତି ଯେ, ଭାରତ ଚୀନ ସୀମାରେ ଉତ୍ତେଜନା ବଢିଚାଲିଛି | ଉଭୟ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି | ସ୍ଥିତି ସୁଧାରିବାକୁ ଓ ସମସ୍ୟା ସମାଧାନ କରିବାକୁ ସେ ସାହାଯ୍ୟ କରିବେ | ବିବାଦ ପ୍ରସଙ୍ଗରେ ସେ ଉଭୟ ଦେଶ ସହ କଥାବାର୍ତ୍ତା କରୁଛନ୍ତି | ଟ୍ରମ୍ପ ଏ ସମ୍ପର୍କରେ ହ୍ୱାଇଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି |

ଟ୍ରମ୍ପ କହିଛନ୍ତି ଯେ ସେ ଉଭୟ ଦେଶ ସହ କଥାବାର୍ତ୍ତା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି | ସେ ଯେକୌନାଦି ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି | କାନେ ସାମ୍ବାଦିକ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ ଏ ଚୀନ ଭାରତକୁ ଧମକ ଦେଉଛି କି ? ଏହି ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି ଯେ, ଏହିଭଳି ନ ହେଉ ବୋଲି ସେ ଆଶା କରୁଛନ୍ତି କିନ୍ତୁ ଚୀନ ନିଶ୍ଚିତ ଭାବେ ଏହି ଦିଗ ଆଡ଼କୁ ଗତି କରୁଛି |

   Related Posts