ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ: ଡ୍ରାଇଭର ଓ ହେଲପର୍ ମୃତ

Published By : Prameya-News7 Bureau | April 15, 2019 IST

ରାୟଗଡା ୧୫/୪ : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ | ରାୟଗଡା ଶେଷଖାଲ ଥାନା ଅନ୍ତର୍ଗତ ବାରତାପୁର ଘାଟିରେ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି | ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି | ଏବେ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.