Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ: ଡ୍ରାଇଭର ଓ ହେଲପର୍ ମୃତ

15/04/2019 at 8:04 AM

ରାୟଗଡା ୧୫/୪ : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରକ | ରାୟଗଡା ଶେଷଖାଲ ଥାନା ଅନ୍ତର୍ଗତ ବାରତାପୁର ଘାଟିରେ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି | ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି | ଏବେ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ |

   Related Posts