ଭାରସାମ୍ୟ ହରାଇ ଓଲଟିଲା ସିମ୍‌ଲା ଲଙ୍କା ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲ୍‌ପର ଫେରାର

Published By : Prameya-News7 Bureau | November 13, 2019 IST

ଆଠମଲ୍ଲିକ ୧୩।୧୧: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାଣିକପଥର ଗ୍ରାମ ବିଲରେ ଓଲଟିଲା ଟ୍ରକ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି । ସିଜି୦୭ବି୧୧୪୫୧ ଟ୍ରକଟି ବରଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":183301,"sizeSlug":"large"}

ଟ୍ରକ୍ ରେ ସିମଲା ଲଙ୍କା ବୋଝେଇ ହୋଇ ଆସିଥିଲା । ମାତ୍ର କେଉଁଠାରୁ ସିମଲା ଲଙ୍କା ବୋଝେଇ ହୋଇ ଆସିଥିଲା ଏବଂ କେଉଁ ଜାଗାକୁ ଯିବାର ଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.