ଭାରସାମ୍ୟ ହରାଇ ଦୋକାନ ଉପରେ ମାଡିଗଲା ଟ୍ରକ୍

Published By : Prameya-News7 Bureau | February 15, 2019 IST

ଆନନ୍ଦପୁର ୧୫|୨:  କେନ୍ଦୁଝର ଆନନ୍ଦପୁରରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଦୁଇଟି ଦୋକାନ ଉପର ଟ୍ରକ୍ ମାଡିଯାଇଛି । ଆନନ୍ଦପୁର ଆଳପଡା ବ୍ୟାରେଜ କଲୋନୀ ଅଞ୍ଚଳରେ ଘଟିଛି ଘଟଣା । ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଜଣ ଦୋକାରୀ ଓ କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.