Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବେଆଇନ୍‌ ଗୋରୁ ବୋଝେଇ ଟ୍ରକ ଜବତ, ୩ ଗିରଫ

23/05/2021 at 9:31 AM

ଚଣ୍ଡିଖୋଲ ୨୩।୦୫: ବେଆଇନ୍ ଗୋରୁ ବୋଝେଇ ଟ୍ରକ ଜବତ ।ଏହାସହ ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ଟ୍ରକରୁ ୬୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ପୋଲିସର କାର୍ଯ୍ୟାନୁଷ୍ଠାନ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକଟି ବାଲିଚନ୍ଦ୍ରପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା । ବଡ଼ଚଣା ପୋଲିସ ଗାଡିକୁ ପିଛା କରି ଚଣ୍ଡିଖୋଲ ଛକରେ ଗାଡିକୁ ଜବତ କରିଛି । ପୋଲିସ. ଗାଡିରେ ଥିବା ୬୦ଟି ଗୋରୁକୁ ସୁରକ୍ଷିତ  ସ୍ଥାନରେ ରଖାଯାଇଛି । ଗାଡିରେ ଥିବା ତିନି ଜଣକୁ ପୋଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଗିରଫ  ହୋଇଥିବା ସମସ୍ତେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ବଡ଼ଚଣା ଅଞ୍ଚଳରେ ଗୋରୁ ଦଲାଲ ମାନେ ସକ୍ରିୟ ହୋଇପଡିଛନ୍ତି । ଦଲାଲଙ୍କ ମାଧ୍ୟମରେ ଗୋରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ପୂର୍ବରୁ ପୋଲିସ ଅନେକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ।

   Related Posts