Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଚୋରା ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ, ୩ ଗିରଫ

5/03/2020 at 11:15 AM

ଆଠଗଡ ୫।୩: ଆଠଗଡ ଥାନା ପକ୍ଷରୁ ଏକ ଚୋରା ଗଞ୍ଜେଇ ଟ୍ରକ୍ ଜବତ କରାଯାଇଛି । ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଟ୍ରକର କ୍ୟାବିନରେ ୧ କ୍ବିଣ୍ଟାଲ ୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ନେଇ ଯାଉଥିବା ଆଠଗଡ ପୋଲିସ ଖବର ପାଇଥିଲା ।

ଆଠଗଡ ଗୋପବନ୍ଧୁ ଛକ ନିକଟରୁ ଟ୍ରକଟିକୁ ବୁଧବାର ରାତିରେ ଜବତ କରିଥିଲା ପୋଲିସ । ଟ୍ରକଟି ୟୁପି ଅଞ୍ଚଳର ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

   Related Posts