Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ନୂଆପଡ଼ା ଗୋତମା ନିକଟରେ ବାଲି ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ

23/05/2018 at 7:35 AM

ବାଲି ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ । ଜାତୀୟ ରାଜପଥ ୩୫୩ର ନୂଆପଡ଼ା ଗୋତମା ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଉଛନ୍ତି ସ୍ଥାନୀୟ ତେଲିପଡ଼ାର ରାମ ଚରଣ ସାହୁ । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

   Related Posts