ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

Published By : Prameya-News7 Bureau | August 06, 2018 IST

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ | କୋରାପୁଟ ଏନଏଚ-୨୬ ସାଲୁର ଘାଟି ନିକଟରେ ଦୁର୍ଘଟଣା ହୋଇଛି | କିନ୍ତୁ ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି | ଜେସିବି ସାହାଯ୍ୟରେ ଟ୍ରକକୁ ରାସ୍ତା ଉପରୁ ହଟା ଯାଇଛି | ଦୁର୍ଘଟଣା ଯୋଗୁ କୋରାପୁଟରୁ ଭୁବନେଶ୍ୱର, ଜୟପୁର, ରାୟପୁର, ବିଶାଖାପାଟଣା ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା | ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା | ଟ୍ରକକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.