ଛିଡା ହୋଇଥିବା ଟ୍ରକରେ ଲାଗିଗଲା ନିଆଁ

Published By : Prameya-News7 Bureau | September 19, 2019 IST

ବଲାଙ୍ଗୀର - ବଲାଙ୍ଗୀର ଟାଉନ ଥାନା କଲ୍ୟାଣ ମଣ୍ଡପ ପାଖରେ ଛିଡା ହୋଇଥିବା ଟ୍ରକରେ ଲାଗିଗଲା ନିଆଁ । ନିଆଁ ଲାଗିଯିବା ପରେ ଟ୍ରକଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା । ପରେ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ଆୟତ କରିବାପାଇଁ ଚେଷ୍ଟା କରିଥିଲେ ।


ହେଲେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି । ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.