କାରକୁ ଧକ୍କା ଦେଲା ଟ୍ରକ ; ୮ଜଣ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | July 18, 2018 IST

ଗୁଜରାଟ ରାଜକୋଟରେ ମର୍ମନ୍ଦୁତା ଦୁର୍ଘଟଣା ଘଟିଛି | କାରକୁ ଟ୍ରକ ଧକ୍କା ଦେବା ଫଳରେ କାରରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି | ଜଣେ ଗୁରୁତର ଅଛନ୍ତି | ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.