Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

9/04/2019 at 2:37 PM

ବେତନଟୀ ୯|୪ : ଅଠର ନମ୍ବର ଜାତୀୟ ରାଜପଥର ତାରାକୋଟି ନିକଟରେ ଦୁର୍ଘଟଣା ହୋଇଛି । ବାରିପଦାରୁ ଭୁବନେଶ୍ବର ଯାଉଥିବା ରଘୁନାଥ ନାମକ ଏକ ଯାତ୍ରୀବାହୀ ବସକୁ ଅପର ପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ବସ୍ ଡ୍ରାଇଭର ବସଟିକୁ ନିୟନ୍ତ୍ରଣରେ ରଖି ଅଟକାଇ ଦେଇଥିଲେ । ଫଳରେ ୩୦ରୁ ଅଧିକ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି ।

   Related Posts