ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | April 09, 2019 IST

ବେତନଟୀ ୯|୪ : ଅଠର ନମ୍ବର ଜାତୀୟ ରାଜପଥର ତାରାକୋଟି ନିକଟରେ ଦୁର୍ଘଟଣା ହୋଇଛି । ବାରିପଦାରୁ ଭୁବନେଶ୍ବର ଯାଉଥିବା ରଘୁନାଥ ନାମକ ଏକ ଯାତ୍ରୀବାହୀ ବସକୁ ଅପର ପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ବସ୍ ଡ୍ରାଇଭର ବସଟିକୁ ନିୟନ୍ତ୍ରଣରେ ରଖି ଅଟକାଇ ଦେଇଥିଲେ । ଫଳରେ ୩୦ରୁ ଅଧିକ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.