Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରକ ବୋଲେରୋ ଧକ୍କା ; ୪ଗୁରୁତର, ୬ ଆହତ

ଆନନ୍ଦପୁର ଦେଇ ଯାଇଥିବା ୨୦ ନ ଜାତୀୟ ରାଜପଥ ଡାଳଖଳା ଛକ ନିକଟରେ ଦୁର୍ଘଟଣା ଘଟିଛି
କଲି ପଣା ସଂକ୍ରାନ୍ତି ଥିବାରୁ ଦର୍ଶନ ପାଇଁ ଘଟଗାଁ ଯାଉଥିଲେ
ଦଳଖଳା ଛକ ନିକଟରେ ଏକ ୧୦ ଚକିଆ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା
ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
ଘସିପୁରା ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି

296 Views

   You May Also Like