Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରାତଃ ଭ୍ରମଣ କରୁଥିବା ସମୟରେ ମାଡି ଗଲା ଟ୍ରକ; ଦୁଇ ଭଉଣୀ ମୃତ

3/06/2019 at 8:02 AM

କେନ୍ଦୁଝର ୩/୬ : କେନ୍ଦୁଝର ମଧ୍ୟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରାଇସୁଆଁ ଠାରେ ସକାଳୁ ସକାଳୁ ଦୁଇ ଭଉଣୀ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଦୁଇ ଭଉଣୀଙ୍କ ଉପରେ ଟ୍ରକ ମାଡିଗଲା । ଦୁଇ ଭଉଣୀ ହେଲେ ରାଇସୁଆଁ ଗ୍ରାମର ନିବେଦିତା ଦାସ ଓ ପଙ୍କଜିନି ଦାସ । ସବୁଦିନ ପରି ଏହି ଦୁଇ ଭଉଣୀ ଆଜି ମଧ୍ୟ ପ୍ରାତଃ ଭ୍ରମଣରେ ବାହାରିଥିଲେ ।


ସୂଚନା ଅନୁଯାୟୀ, ରାସ୍ତା କଡରେ ଚାଲୁଥିବା ବେଳେ ଦ୍ରୁତ ଗତିରେ ପଛ ଆଡୁ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଟ୍ରକ ମାଡିଯିବା ଫଳରେ ଦୁଇ ଭଉଣୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଉଭୟଙ୍କର ଅନ୍ତ ବୁଜୁଲା ବହାରିପଡିଛି । ଖବର ପାଇ ସଦର ପୋଲିସ ଟ୍ରକକୁ ପିଛା କରି ବନାଯୋଡି ଟୋଲ ଗେଟ ନିକଟରେ ଧରିବାକୁ ସଫଳ ହୋଇଥିଲା । ଦୁଇ ଜଣକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣା ଯାଇଛି ।

   Related Posts