Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ନଦୀରେ ଖସିଲା ଟ୍ରକ୍

9/05/2019 at 12:03 PM

କଳାହାଣ୍ଡି ୯|୫: କଳାହାଣ୍ଡି ୧୬ ନମ୍ବର ରାଜ୍ୟ ରାଜପଥ ତୁରକେଲ ବ୍ରିଜ ନିକଟରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ନଦୀରେ ଖସିପଡିଛି ଟ୍ରକ୍ । ଟ୍ରକର ଡ୍ରାଇଭର ଓ ହେଲପର ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଟ୍ରକ୍ ଟି ଖଡିଆଳରୁ ଭବାନୀପାଟଣା ଆସୁଥିଲା ।

   Related Posts