ଭାରସାମ୍ୟ ହରାଇ ନଦୀରେ ଖସିଲା ଟ୍ରକ୍

Published By : Prameya-News7 Bureau | May 09, 2019 IST

କଳାହାଣ୍ଡି ୯|୫: କଳାହାଣ୍ଡି ୧୬ ନମ୍ବର ରାଜ୍ୟ ରାଜପଥ ତୁରକେଲ ବ୍ରିଜ ନିକଟରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ନଦୀରେ ଖସିପଡିଛି ଟ୍ରକ୍ । ଟ୍ରକର ଡ୍ରାଇଭର ଓ ହେଲପର ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଟ୍ରକ୍ ଟି ଖଡିଆଳରୁ ଭବାନୀପାଟଣା ଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.