Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପଳାଶୁଣି ଓଭରବ୍ରିଜରେ ଓଲଟିଲା ଗାଡି, କାଙ୍କଡ଼ ବୋହିନେଲେ ଲୋକେ

17/06/2021 at 9:17 AM

ଭୁବନେଶ୍ୱର ୧୭।୦୬: ଓଲଟିଲା ଗାଡି, ବୋହିନେଲେ ଲୋକେ । ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରକ ଓଲଟି ପଡିଛି । ଯାହାଫଳରେ କି ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ । ତେବେ ଏହି ସମୟରେ ଘଟଣା ସ୍ଥଳରେ ନାଥିଲା ସମାଜିକ ଦୁରତା ନା କେହି ମାନୁଥିଲେ କୋଭିଡ ନିୟମ । ଲୋକଙ୍କ ବୋହିବା ସାଜି ପୋଲିସ ବି ସାଜିଲା ଦେଖଣାହାରୀ । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିଶି ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିଲା ।

   Related Posts