ପଳାଶୁଣି ଓଭରବ୍ରିଜରେ ଓଲଟିଲା ଗାଡି, କାଙ୍କଡ଼ ବୋହିନେଲେ ଲୋକେ

Published By : Prameya-News7 Bureau | June 17, 2021 IST

ଭୁବନେଶ୍ୱର ୧୭।୦୬: ଓଲଟିଲା ଗାଡି, ବୋହିନେଲେ ଲୋକେ । ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରକ ଓଲଟି ପଡିଛି । ଯାହାଫଳରେ କି ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ । ତେବେ ଏହି ସମୟରେ ଘଟଣା ସ୍ଥଳରେ ନାଥିଲା ସମାଜିକ ଦୁରତା ନା କେହି ମାନୁଥିଲେ କୋଭିଡ ନିୟମ । ଲୋକଙ୍କ ବୋହିବା ସାଜି ପୋଲିସ ବି ସାଜିଲା ଦେଖଣାହାରୀ । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିଶି ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.