Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଅଭିଯୁକ୍ତ ଚମ୍ପଟ ମାରିବା ବେଳେ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

13/07/2020 at 6:03 PM

ରାଗୟଡ଼ା୧୩/୭: ଏକ ଅଭାବନୀୟ ଘଟଣା ଘଟିଛି। ଥାନାରୁ କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଚମ୍ପଟ ମାରିବା ବେଳେ ଚାପି ଦେଲା ଟ୍ରକ। ରାୟଗଡ଼ା ଟାଉନ ଥାନା ସମ୍ମୁଖରେ ଏଭଳି  ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଏକ ଅପରାଧିକ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ବେଳେ ଏଭଳି ଘଟଣା ଘଟିଛି। କୋର୍ଟକୁ ଯିବା ବେଳେ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ଟ୍ରକ୍ ହଠାତ ଆସି ଅଭିଯୁକ୍ତ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତର ମୃତ୍ୟୁ ଘଟିଛି।ମୃତ ଅଭିଯୁକ୍ତ ହେଲେ ସନ୍ତୋ​‌ଷ କୁମାର ପଣ୍ଡୁ।

   Related Posts