ଟ୍ରକ ଧକ୍କାରେ ନାବାଳିକାର ମୃତ୍ୟୁ: ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ
26/11/2020 at 5:29 PM

ନବରଙ୍ଗପୁର୨୬/୧୧: ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟ୍ରକ ଧକ୍କାରେ ନାବାଳିକାର ମୃତ୍ୟୁ। ନବରଙ୍ଗପୁର କଷାଗୁମୁଡା ଥାନା ଉମରଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣଙ୍କ ଯିବା ବେଳେ ଟ୍ରକ ଚାପି ଦେଇଥିଲା। ନାବାଳିକାର ମୃତଦେହକୁ କଷାଗୁମୁଡା ମେଡିକାଲରେ ରଖାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝିଅର ମୃତ୍ୟୁ ଘଟଣାରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021