ରାସ୍ତା ଉପରେ ଜଳିଗଲା ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲ୍ପର

Published By : Prameya-News7 Bureau | September 08, 2018 IST

କେନ୍ଦୁଝର ୮/୯ : ରାସ୍ତା ଉପରେ ଜଳି ଗଲା ଟ୍ରକ, ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର ଓ ହେଲାପର। କେନ୍ଦୁଝର ଜିଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ବେଟାରୀରୁ ସଟ ସର୍କିଟ ଯୋଗୁ ନିଆଁ ଲାଗି ଜଳିଗଲା ଗଲା ଟ୍ରକ। ତେବେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ଗାଡିରୁ ତୁରନ୍ତ ତଳକୁ ଓହ୍ଲେଇ ପଡ଼ିଥିଲେ। ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ରେ ଲାଗିଥିବା ନିଆଁ କୁ ଆୟତ କରିଥିଲା ହେଲେ ଗାଡିଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.