ଆଇଓସିଏଲ୍ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ, ପଲିମର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

Published By : Prameya-News7 Bureau | October 25, 2019 IST

ପାରାଦୀପ ୨୫।୧୦: ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ହୋଇଛି । ତୈଳ ବିଶୋଧନାଗାରର ପଲି ପ୍ରୋପଲିନ୍ ୟୁନିଟ୍ ସାଇଡରେ ଲାଗିଛି ନିଆଁ । ଲକ୍ଷାଧିକ ଟଙ୍କାର ପଲିମର ବୋଝେଇ ହୋଇ ବାହାରୁଥିବା ସମୟରେ ଟ୍ରକରେ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.