Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ; ୨ମୃତ ,୩ ଗୁରୁତର

12/06/2018 at 11:11 AM

ଅନୁଗୋଳ ବଅରପାଳ ଥାନା ନୂଆହତା ନିକଟ ଝୁରାଗାଡ଼ିଆ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ସହ ବଲେରୋ ମୁହାଁ ମୁହାଁ ମୁହିଁ ଧକ୍କା , ବଲେରୋ ଗାଡ଼ିରେ ଡ୍ରାଇଭରକୁ ମିଶାଇ ୬ ଜଣ ଥିଲେ, ୫ ଜଣଙ୍କ ଅବସ୍ଥା ଗୁରୁତ୍ବର ହେବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥାନରୁ ଡ୍ରାଇଭର ଫେରାର ହୋଇଯାଇଛି । ଗୁରୁତ୍ବରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭିର୍ତି କରାଯାଇଛି ।

   Related Posts