ତେଲ ଟାଙ୍କି ସହ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | July 17, 2020 IST

କଳାହାଣ୍ଡି୧୭/୭: ବଲାଙ୍ଗୀର ଜାତୀୟ ରାଜପଥ ୨୬  ଅବରୋଧ। କେସିଙ୍ଗା ବେଲ ଗାଁ ତେଲ ନଦୀ ବ୍ରିଜ ଉପରେ ଏକ ତେଲ ଟାଙ୍କି ଓ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଟ୍ରକର ଡ୍ରାଇଭର । ଫଳରେ ବ୍ରିଜରେ ଯାତାୟତ ବାଧାପ୍ରାପ୍ତ । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇ ନାହିଁ। ତେଣୁ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରକ ଡ୍ରାଇଭର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.