Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାଲେଶ୍ୱର ମାଲଗୋଦାମରେ ବୃଦ୍ଧାଙ୍କର ଟ୍ରକ ଚାପାରେ ମୃତ୍ୟୁକୁ ନେଇ ଉତେଜନା

24/07/2018 at 12:35 PM

ବାଲେଶ୍ୱରର ମାଲ ଗୋଦାମ ନିକଟରେ ଟ୍ରକ ଧକାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜ୍ଵନା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥିବା ୧୫ର ରୁ ଉର୍ଦ୍ଧ ଟ୍ରକ ଭାଙ୍ଗିଲେ ଉତ୍ୟପ୍ତ ଲୋକ ।ମୃତକଙ୍କର ନାମ ସାବିତ୍ରୀ ଦେଇ ।ଟ୍ରକରେ ସିମେଣ୍ଟ ଲୋଡ଼ ହୋଇ ଯାଉଥଲାବେଳେ ଟ୍ରକଟି ବୃଦ୍ଧଙ୍କୁ ଚାପି ଦେଇଥିଲା। ଘଟଣା ପରେ ସେଠଅରେ ଉପସ୍ଥିତ ଲୋକ ଉତ୍ୟକ୍ତ ହୋଇ ଯାଇ ସେଠାରେ ଛିଡ଼। ହୋଇଥତ୍ବା ସମସ୍ତ ଟ୍ରକର କାଚକୁ ଭାଙ୍ଗିି ଦେଇଥିଲେ

   Related Posts