ବାଲେଶ୍ୱର ମାଲଗୋଦାମରେ ବୃଦ୍ଧାଙ୍କର ଟ୍ରକ ଚାପାରେ ମୃତ୍ୟୁକୁ ନେଇ ଉତେଜନା

Published By : Prameya-News7 Bureau | July 24, 2018 IST

ବାଲେଶ୍ୱରର ମାଲ ଗୋଦାମ ନିକଟରେ ଟ୍ରକ ଧକାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜ୍ଵନା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥିବା ୧୫ର ରୁ ଉର୍ଦ୍ଧ ଟ୍ରକ ଭାଙ୍ଗିଲେ ଉତ୍ୟପ୍ତ ଲୋକ ।ମୃତକଙ୍କର ନାମ ସାବିତ୍ରୀ ଦେଇ ।ଟ୍ରକରେ ସିମେଣ୍ଟ ଲୋଡ଼ ହୋଇ ଯାଉଥଲାବେଳେ ଟ୍ରକଟି ବୃଦ୍ଧଙ୍କୁ ଚାପି ଦେଇଥିଲା। ଘଟଣା ପରେ ସେଠଅରେ ଉପସ୍ଥିତ ଲୋକ ଉତ୍ୟକ୍ତ ହୋଇ ଯାଇ ସେଠାରେ ଛିଡ଼। ହୋଇଥତ୍ବା ସମସ୍ତ ଟ୍ରକର କାଚକୁ ଭାଙ୍ଗିି ଦେଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.