ଭାରସାମ୍ୟ ହରାଇ ପୋଲରୁ ଖସିଲା ଟ୍ରକ୍

Published By : Prameya-News7 Bureau | December 13, 2019 IST

ରେମୁଣା ୧୩।୧୨: ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ଟ୍ରକ୍ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଓଳିଆପାଟଣା ପୋଲ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକଟି ଆନ୍ଧ୍ରରୁ ସିଲିଗୁଡି ଯାଉଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ୍ ଡ୍ରାଇଭର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.