Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ

29/11/2019 at 12:44 PM

ପାଟଣା ୨୯।୧୧: କେନ୍ଦୁଝର ଜିଲ୍ଲା ବାଉଁଶୁଳି ଉଖୁଣ୍ଡା ରାସ୍ତାର କାଶୀପୁର ନିକଟରେ ଭାରସାମ୍ୟ ହରାଇ ଏକ ୧୨ ଚକିଆ ଟ୍ରକ୍ ଓଲଟି ପଡ଼ିଛି । ଫଳରେ ଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ଘନ କୁହୁଡୁ ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିଆ ପୋଲିସ ପହଁଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ।

   Related Posts