Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନିଶାଖାଇ ଗାଡ଼ି ଚଳାଉଥିଲେ ଡ୍ରାଇଭର, ଭାରସାମ୍ୟ ହରାଇ ଓଲଟିଲା ସାର ବୋଝେଇ ଟ୍ରକ

12/06/2021 at 9:02 PM

ଶଗଡ଼ଘାଟ, ୧୨/୬: ବଲାଙ୍ଗୀର ଟିଟିଲାଗଡ଼ ମୁଖ୍ୟ ରାସ୍ତା ଶଗଡ଼ଘାଟ ସ୍ଥିତ ନିର୍ମାଣଧିନ ଆଇଟିଆଇ କଲେଜ ନିକଟରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି l OR 09 C 1077 ନମ୍ବର ଥିବା ଏହି ଟ୍ରକରେ ୨୮ଠ ବସ୍ତା ଡିଏପି ସାର ଧରି ଆସୁଥିବା ବେଳେ ଓଲଟି ପଡ଼ିଛି l

ଏ ନେଇ ଡ୍ରାଇଭର ଆକାଶ ମାଝୀ ଲୋକଙ୍କୁ ଜଣାଇଛନ୍ତି l ସୂଚନା ମତେ ଟ୍ରକ ଡ୍ରାଇଭର ଜଣକ ଆଜି ଭୋରରୁ ସିକେର ଦେଶୀ ମଦ ଭାଟି ସମୁଖରେ ଅଟକି ନିଶାଦ୍ରବ୍ୟ ସେବନ କଲାପାରେ ସେ ତାଙ୍କ ଗାଡିକୁ ଆହୁରି ଦ୍ରୁତଗତିରେ ଚଲାଇଥିଲେ । ଏପରିକି ରାସ୍ତା ଉପରେ ଥିବା ଦୁଇଜଣ ବ୍ୟକ୍ତି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି l

   Related Posts