ରାସ୍ତା ପାର ହେଉଥିବାବେଳେ ଶିଶୁ ଉପରେ ଚଢ଼ିଗଲା ଟ୍ରକ୍
25/12/2018 at 5:03 PM

ରେଢ଼ାଖୋଲ ୨୫/୧୨: ରେଢ଼ାଖୋଲ ବେତଗଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶିଶୁଟି ରାସ୍ତା ପାର ହେଉଥିବାବେଳେ ଶିଶୁ ଉପରେ ଟ୍ରକ୍ ଚଢ଼ିଯାଇଛି। ଏହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ ରାସ୍ତାରୋକ କରିଛନ୍ତି। ସମ୍ବଲପୁର-ଅନୁଗୁଳ ମଧ୍ୟରେ ଯାତାୟତ ଠପ୍ ହୋଇଛି।