Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମରିଗଲା ମାନବିକତା: କାନ୍ଧ ଦେଲେନି ସାହି ଲୋକେ, ଟ୍ରଲିରେ ବୁହାହେଲେ ମୃତଦେହ

23/04/2021 at 10:34 AM

ସମ୍ୱଲପୁର ୨୩/୪ : ପୁଣି ମରିଗଲା ମାନବିକତା । ଟ୍ରଲିରେ ବୁହା ହେଲା ମୃତଦେହ । କରୋନା ଭୟରେ କାନ୍ଧ ଦେବାକୁ ଆସିଲେନି କେହି । ଶେଷରେ ବାଧ୍ୟ ହୋଇ  ଟ୍ରଲିରେ ଗଲା ଶବ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଚିପିଲିମା ଅଂଚଳରେ । ସୂଚନା ଅନୁସାରେ ଚିପିଲିମାର ଏନଏଫ କଲୋନୀ ପଛପଟେ ରହୁଥିବା ରୁଚି ମହାନ୍ତି ଦୀର୍ଘ ଦିନ ଧରି ଜ୍ୱରରେ ପୀଡିତ ଥିଲେ ।

ଫଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପାଖରେ ଥିବା ସାନପୁଅ ଗୋବିନ୍ଦଙ୍କୁ ମଧ୍ୟ ଭୀଷଣ ଜ୍ୱର ହୋଇଥିଲା । ମୃତଦେହକୁ କାନ୍ଧ ଦେବା ପାଇଁ ଗୋବିନ୍ଦ ସମସ୍ତଙ୍କୁ ନେହୁରା ହୋଇଥିଲେ ହେଲେ କରୋନା ଭୟରେ କେହି ପାଖ ମାଡିଲେନି । ଫଳରେ କୁନି ଝିଅ ସହ ଟ୍ରଲିରେ ଠେଲି ଠେଲି ନେଇଥିଲେ କିଛି ସ୍ୱେଚ୍ଛାସେବୀ । ସ୍ୱେଚ୍ଛାସେବୀ କୃପାସିନ୍ଧୁ ଦାସ, ସୁଶାନ୍ତ ବୁଡା, ପ୍ରଶାନ୍ତ ବୁଡା, ଜନ୍ମେଜୟ କଉଡିଙ୍କ ସହାୟତାରେ ମୃତଦେହ ସତ୍କାର କରିଛନ୍ତି ।

   Related Posts