ସ୍କୁଟିକୁ ଧକ୍କା ଦେଲା ଟ୍ରଲର ; ଜଣେ ମୃ୍ତ, ଜଣେ ଗୁରୁତର
24/04/2018 at 4:54 AM

ଢେଙ୍କାନାଳ ସଦର ଥାନା ସମ୍ମୁଖରେ ଦୁର୍ଘଟଣା
ସ୍କୁଟିକୁ ଧକ୍କା ଦେଲା ଟ୍ରଲର
ଦୁର୍ଘଟଣା ରେ ଜଣେ ମୃ୍ତ, ଜଣେ ଗୁରୁତର
ମୃତକ ହେଲେ ଛାଟିଆ ଗାଁର ଶିବ ନାୟକ
ଗୁରୁତର ପ୍ରଫୁଲ୍ଲ ବେହେରାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021